ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ହେଉଛି ସରକାରଙ୍କର ଏକ ମୁଖ୍ୟ ବିଭାଗ (Nodal Department), ଯାହା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାବଳୀର ପରିଚାଳନା କରେ । ଏଥିମଧ୍ୟରେ ସର୍ବଭାରତୀୟ ସେବା ଏବଂ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀମାନଙ୍କର କ୍ୟାଡର ନିୟନ୍ତ୍ରଣ, ରାଜଧାନୀ ପ୍ରଶାସନ, ସତର୍କତା (Vigilance), ଲୋକାୟୁକ୍ତ, ମୁଖ୍ୟମନ୍ତ୍ରୀଙ୍କ…